Videos

Sunny Leone Odisha Visit: ଓଡ଼ିଶା ଆସୁଛନ୍ତି ସନ୍ନି ଲିଓନି; ଭିଡ଼ିଓ କରି ନିଜେ କହିଲେ ସ୍ଥାନ ଓ ତାରିଖ

Sunny Leone Odisha Visit: ସନ୍ନି ଲିଓନି ଖୁବ୍ ଶିଘ୍ର ଓଡି଼ଶା ଆସୁଛନ୍ତି । ଏହାର ସୂଚନା ସେ ନିଜେ ଏକ ଇନଷ୍ଟାଗ୍ରାମ ଭିଡିଓ (Sunny Leone Video) ପୋଷ୍ଟ କରି ଦେଇଛନ୍ତି । ଭିଡିଓର ସେ ଏହି ଓଡ଼ିଶା ଗସ୍ତକୁ ନେଇ ଅନେକ ଉତ୍ସାହିତ ଥିବା କହିଛନ୍ତି । ଏହା ସମେତ ସେ କହିଛନ୍ତି ୧୨ ଅଗଷ୍ଟରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲବକୁ ଆସୁଛନ୍ତି । ଏଠାରେ ଦେଖନ୍ତୁ ସନ୍ନି ଲିଓନି ଇନଷ୍ଟାଗ୍ରାମରେ ସେୟାର କରିଥିବା ସେହି ଭିଡ଼ିଓ ।

Video Thumbnail
Advertisement
Read More