Videos

Ratna Bhandar: କାଲି କ'ଣ ଘଟିଥିଲା ରତ୍ନଭଣ୍ଡାର ଭିତରେ, କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଅନେକ ବାଦ ବିବାଦ ପରେ ଆଜି ବିଜେପି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ରତ୍ନ ଭଣ୍ଡାରକୁ ଖୋଲିବା ଲାଗି ପ୍ରୟାସ ହୋଇଥିଲା। ଏଥିଲାଗି ଆବଶ୍ୟକ ବିଶେଷଜ୍ଞ ଏକ କମିଟିର ଏକ ୧୧ ଜଣିଆ ପ୍ରତିନିଧି ଦଳ ଭିତରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ପରି ଏହି ଦଳର ସଦସ୍ୟମାନେ ପରିଧାନ କରିଥିଲେ। ଶ୍ରୀ ଲୋକନାଥଙ୍କଠାରୁ ଆଜ୍ଞାମାଳ, ମହାଲକ୍ଷ୍ମୀ ଏବଂ ବିମଳାଙ୍କଠାରୁ ଆଶୀର୍ବାଦ ଆଣିବା ପରେ ବାହାର ରତ୍ନ ଭଣ୍ଡାରକୁ ଅପରାହ୍ଣ ୧ଟା ୨୮ ମିନିଟ ସମୟରେ ଖୋଲାଯାଇଥିଲା। ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ନିଆଯାଇଥିଲା।

Video Thumbnail
Advertisement
Read More