Videos

Viral Video: ଅଜଗର ସାପକୁ ଧରି ଜବରଦସ୍ତି ଗୋଟେ ବୋତଲ ମଦ ପିଆଇଦେଲେ କିଛି ଯୁବକ, ଆଉ ତା'ପରେ...

Viral Python Video: ଦକ୍ଷିଣ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ କିଛି ମଦ୍ୟପ ଯୁବକ ଏକ ଅଜଗର ସାପକୁ ଧରି ଜବରଦସ୍ତି ଗୋଟେ ବୋତଲ ମଦ ପିଆଇଦେଇଛନ୍ତି । କେବଳ ଏତିକି ନୁହେଁ ଏହି ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ବର୍ତ୍ତମାନ ଏହି ଯୁବକମାନଙ୍କୁ ଖୋଜୁଛି । ସାପ ପ୍ରତି କରାଯାଇଥିବା ଅତ୍ୟାଚାରକୁ ଧ୍ୟାନରେ ରଖି ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More