Videos

Patalkot Express Fire: ପାତାଲକୋଟ୍ ଏକ୍ସପ୍ରେସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଲା ବଗି

ଆଗ୍ରା ଷ୍ଟେସନରେ ବଡ଼ ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ପାତାଳକୋଟ ଏକ୍ସପ୍ରେସ । ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ କୋଚ୍ ରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଲୋକଙ୍କୁ ବଗିରୁ ବାହାର କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ପରେ ଅଗ୍ନିଶମ ବାହିନୀ ଓ ରେଳବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ।

Video Thumbnail
Advertisement
Read More