Videos

Video: ଅନ୍ଧାର ରାତିରେ ବିରାଡି ହାବୁଡରେ ପଡିଲା ସାପ, ଆଉ ତାପରେ...

Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଅନ୍ଧାର ରାତିରେ ଏକ ବିଷଧର ସାପର ସାମ୍ନା କରିଛି ବିରାଡି । ସାପ ଖସିଯିବାକୁ ଚେଷ୍ଟା କରୁଛି କିନ୍ତୁ ବିରାଡି ଛାଡିବାକୁ ନାରାଜ୍ । ଯାହାର ଦୃଶ୍ୟ କ୍ୟାମେରାରେ ସମ୍ପୂର୍ଣ୍ ଭାବେ ରେକର୍ଡ ହୋଇଯାଇଛି ।

Video Thumbnail
Advertisement
Read More