Videos

Video: ମାଛ ଖାଇବାର ମଜା ନେଉଛି ସାପ, ଦେଖନ୍ତୁ ଭିଡିଓ

Video: ଆପଣ ନଦୀ, ନାଳ କିମ୍ୱା ପୋଖରୀ ପାଣିରେ ସାପ ପହଁରୁ ଥିବାର ନିଶ୍ଚେ ଦେଖିଥିବେ କିନ୍ତୁ ଆପଣ କେବେ ଝରଣା କଡରେ ଥିବା ପଥର ଖୋଲରେ ସାପ ମାଛ ଖାଉଥିବାର ଦେଖିଛନ୍ତି କି ? ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ କିଛି ସାପଙ୍କ ପାଖକୁ ଛୋଟ ଛୋଟ ମାଛ ଛିଟିକି ପଡୁଥିବା ସମୟରେ ସାପ କିପରି ମାଛ ଖାଇବାର ମଜା ନେଉଛନ୍ତି ।

Video Thumbnail
Advertisement
Read More