Videos

Video: ଦେଶକୁ ସୁରକ୍ଷା ଦେବା ପାଇଁ ଦୂରରେ ଅଛି ଭାଈ, ନିଆରା ଢଙ୍ଗରେ ରାକ୍ଷୀ ପାଳିଲେ ଭଉଣୀ

Raksha Bandhan 2024: ଆଜି ଭାଈ ଭଉଣୀଙ୍କ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣମୀ । ଭାଈର ଶୁଭ କାମନା କରି ଭଉଣୀ ରାକ୍ଷୀ ପିନ୍ଧାଇଥାଏ ଏବଂ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବା ପାଇଁ ଭାଈ ପ୍ରତିଜ୍ଞା କରିଥାଏ । ଆଜି ସବୁଠି ରାକ୍ଷୀ ପୂର୍ଣ୍ଣମୀ ପାଳନ କରାଯାଇଛି । ବୃତ୍ତି ପାଇଁ ଦୂରରେ ଥିବା ଭାଈକୁ ଭଉଣୀ ମନେ ପକାଉଛି । ଏହାରି ମଧ୍ୟରେ ଏକ ନିଆରା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଯବାନ ଭାଈ ଦେଶର ସୁରକ୍ଷା ପାଇଁ ଦୂରରେ ଥିବା ସମୟରେ ମୋବାଇଲରେ ଭିଡିଓ କଲ୍ କରି ଭାଈ ପ୍ରତି ଥିବା ଭଲ ପାଇବା ଅଜାଡି ଦେଉଛି ଭଉଣୀ ।

Raksha Bandhan 2024: ଏକ ନିଆରା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଯବାନ ଭାଈ ଦେଶର ସୁରକ୍ଷା ପାଇଁ ଦୂରରେ ଥିବା ସମୟରେ ମୋବାଇଲରେ ଭିଡିଓ କଲ୍ କରି ଭାଈ ପ୍ରତି ଥିବା ଭଲ ପାଇବା ଅଜାଡି ଦେଉଛି ଭଉଣୀ ।

Video Thumbnail
Advertisement
Read More