Videos

Sex Racket: ଶିଆଳି ବେଳାଭୂମିରେ ଥିବା ଓଟିଡିସି ଘରେ ଚାଲିଥିଲା ସେକ୍ସ ରାକେଟ

ଓଟିଡିସି ଘରେ ଅଶ୍ଳୀଳ କାରବାର ପର୍ଦ୍ଦାଫାସ୍।ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ''ଶୀଆଳି ସମୁଦ୍ର ବେଳାଭୂମୀ''ରେ ଥିବା ଓଟିଡିସି ଘରେ ଚାଲିଥିବା ସେକ୍ସ କାରବାର ପର୍ଦ୍ଦାଫାସ ହୋଇଛି। ଓଟିଡିସି ଘରକୁ ବେଆଇନ ଜବରଦଖଲରେ ରଖି କେତେକ ଯୁବକ ସେକ୍ସ କାରବାର କରୁଥିବା ବହୁବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଅଭିଯୋଗ ଅନୁଯାୟୀ ସେକ୍ସ କାରବାରରେ ସମ୍ପୃକ୍ତ ଦୁଇଜଣ ଯୁବକଙ୍କ ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Video Thumbnail
Advertisement
Read More