Hindi News >>Home >>Videos
Videos

Noida Flood: ଯମୁନା ନଦୀରେ ଭୟଙ୍କର ବନ୍ୟା, ପାଣିରେ ଉବୁଟୁବୁ ନୋଏଡ଼ା

Several parts of Noida are flooded due to the rise water level of river Yamuna । ବଢୁଛି ଯମୁନା ନଦୀ ଜଳସ୍ତର । ଉଛୁଳା ବନ୍ୟା ପାଣିରେ ବେହାଲ ରାଜଧାନୀ । ବୁଡ଼ିଛି ବଡ଼ ବଡ଼ କୋଠା । ଭିଆଇପି ଏରିଆ ଜଳାର୍ଣ୍ଣବ । ଯମୁନା ନଦୀରେ ବିପଦସଙ୍କେତ ଠାରୁ ଢେର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି । ବନ୍ୟା ଯୋଗୁ ଦିଲ୍ଲୀର ତିନିଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ । ତେବେ ଏକ ନ୍ୟୁଜ ସଂସ୍ଥା ଡ୍ରୋନ ଭିଡିଓ ସେୟାର କରିଛି । ଏଥିରେ ଦୃଶ୍ୟମାନ ହେଉଛି ନୋଏଡା ସହରରେ କିପରି ବନ୍ୟାଜଳ ପ୍ରବେଶ କରିଛି

|Jul 15, 2023, 11:43 AM
Video Thumbnail
Advertisement

More Videos