Videos

Seema Haider: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳିଲେ ସୀମା ହାଇଦର, ଦେଖନ୍ତୁ ଏହି ଭିଡିଓ...

Seema Haider: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଥି ସହ ତାଙ୍କ ପ୍ରଶଂସକ ଏବଂ ସମର୍ଥକମାନେ ତାଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି। ସେହିପରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରରଙ୍କ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Advertisement
Read More