Videos

Video: ସର୍ବସାଧାରଣ ସ୍ଥାନରେ କଣ୍ଠଶିଳ୍ପୀ କଣ କଲେ ଦେଖନ୍ତୁ

Video: କଣ୍ଠଶିଳ୍ପୀମାନଙ୍କର ସମାଜରେ ସ୍ୱତନ୍ତ୍ର କ୍ରେଜ୍ ରହିଥାଏ । ଯେଉଁ ସ୍ଥାନକୁ ଗଲେ ମଧ୍ୟ ପ୍ରଶଂସକମାନେ ନିଜ ପ୍ରିୟର କଣ୍ଠଶିଳ୍ପୀଙ୍କ ନିକଟରୁ ଗୀତ ଶୁଣିବା ପାଇଁ ଦାବି କରିଥାନ୍ତି । ତେବେ ବିଶେଷ କରି ଜନଗହଳୀପୂର୍ଣ୍ଣ ସ୍ଥାନରେ କଣ୍ଠଶିଳ୍ପୀମାନଙ୍କ ସଙ୍ଗୀତ ପରିବେଷଣର ଅତ୍ୟନ୍ତ ଚାହିଦା ଦେଖିବାକୁ ମିଳିଥାଏ । ମେଳା ମହୋତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସାମ୍ନାରେ ସଙ୍ଗୀତ ପରିବେଷଣ କରିବାକୁ ଖୁବ ଭଲ ପାଆନ୍ତି କଣ୍ଠଶିଳ୍ପୀ ।

 

Viral Video: ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଚହଳ ପକାଇଛି । ସବୁ ଦର୍ଶକଙ୍କ ନଜର କଣ୍ଟଶିଳ୍ପୀଙ୍କ ଉପରେ ରହିଛି ।

Video Thumbnail
Advertisement
Read More