Videos

Indian Army: ସୀମାରେ ଯବାନଙ୍କ ସଂଘର୍ଷ ଦେଖି ଥରି ଉଠିବ ଆପଣଙ୍କ ଛାତି, ଦେଖନ୍ତୁ ଭିଡ଼ିଓ

ଦେଶର ସୁରକ୍ଷା ପାଇଁ ସର୍ବଦା ନିଜ ଜୀବନ ପାଣି ଛଡ଼ାଇ ସୀମାରେ ବୀର ପରି ରହିଥାଆନ୍ତି ଭାରତୀୟ ଯବାନ । ଏମାନଙ୍କ ବଳିଦାନ ଆଗରେ ସାରା ଦେଶ ନତମସ୍ତକ । ଶତ୍ରୁଙ୍କ ଗୁଳିକୁ ଖାତିର ନକରି ଛାତି ମେଲାଇ ଦେଶ ପାଇଁ ହସ ହସି ପ୍ରାଣ ବଳି ଦେଇଥାଆନ୍ତି ଏହି ଭାରତୀୟ ଯବାନ । ଦେଖନ୍ତୁ ଏହି ଭିଡ଼ିଓକୁ କିପରି ପ୍ରବଳ ତୁଷାରପାତ ସତ୍ବେ ଦେଶର ସୁରକ୍ଷା ପାଇଁ ସୀମାରେ ବୀର ପରି ଭାରତ ମାଆ ସେବାରେ ଛାତି ମେଲାଇ ରହିଛି ଭାରତୀୟ ଯବାନ । ସତରେ ସେମାନଙ୍କ ଧର୍ଯ୍ୟ ଓ ସାହସକୁ ଶତ ସଲାମ । 

 

Video Thumbnail
Advertisement
Read More