Videos

Video: ଭିକାରୀକୁ ନିଜ ଟିଫିନ ଖାଦ୍ୟ ଖୁଆଇଲେ ସ୍କୁଲ ଛାତ୍ରୀ, ଭିଡିଓ ଭାଇରାଲ

Video: କୁହାଯାଏ ଛୋଟ ପିଲାଙ୍କ ହୃଦୟ ଖୁବ୍ ନିର୍ମଳ । ତାହା ଆଜି ପ୍ରମାଣିତ ହୋଇଛି । ଜଣେ ସ୍କୁଲ ଛାତ୍ରୀ ଘରୁ ଆଣିଥିବା ଟିଫିନକୁ ନିଜେ ନଖାଇ ଜଣେ ରାସ୍ତାକଡର ଭିକାରୀକୁ ଖୁଆଇ ଦେଉଛନ୍ତି । ଏହି ଭିଡିଓଟିକୁ ସ୍ଥାନୀୟ ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଭିଡିଓଟି ବ୍ୟାପକମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More