Videos

Viral Video: ରୋଡ ରୋମିଓଙ୍କୁ ଚପଲରେ ପିଟିଲେ ସ୍କୁଲ ଛାତ୍ରୀ, ଦେଖଣାହାରୀ ଦେଲେ ସାବାସୀ

ରାସ୍ତାରେ ଯୁବକମାନେ ଯୁବତୀମାନଙ୍କୁ କମେଣ୍ଟ କରିବା ବା ଅଶାଳୀନ ବ୍ୟବହାର କରୁଥିବାର ଖବର ବହୁ ସମୟରେ ଆମର ଦୃଷ୍ଟି ଗୋଚର ହୋଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବକଙ୍କୁ ଜଣେ ସ୍କୁଲ ଛାତ୍ରୀ ଚପଲରେ ମାଡ ମାରୁଥିବା ଦେଖିବାକୁ ମିଳିଛି। ତେବେ ଦେଖନ୍ତୁ ଏହି ଭିଡିଓ....

 

Video Thumbnail
Advertisement
Read More