Videos

Sara Ali Khan: ପାଦରେ ଚାଲି ଚାଲି ଅମରନାଥ ଯାତ୍ରା ପୂରା କଲେ ସାରା ଅଲ୍ଲୀ ଖାନ୍, ଫ୍ୟାନ୍ସ କହିଲେ...

Sara Ali Khan shares glimpse of Amarnath Yatra, See This Amazing Video । ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବାବାଙ୍କୁ ଦର୍ଶନ କରିବାକୁ ଭକ୍ତିର ସହିତ ପଥ ଅତିକ୍ରମ କରୁଥିଲେ ସାରା । ରାସ୍ତାରେ ଅତିକ୍ରମ କରୁଥିବାବେଳେ ଶ୍ରଦ୍ଧାଳୁଙ୍କ ସହ ତାଳ ଦେଇ ହର ହର ମହାଦେବ ଉଚ୍ଚାରଣ କରିଥିଲେ ସାରା । ଅନ୍ୟଯାତ୍ରୀଙ୍କ ପରି ସହଜରେ ପଥ ଅତିକ୍ରମ କରିବାକୁ ହାତରେ ଏକ ଲାଠି ଧରିଥିଲେ ସାରା । ବାବାଙ୍କ ଦର୍ଶନ କରିବାକୁ ଯାଉଥିବାରୁ ସେ ଖୁବ୍ ଖୁସି ଥିବା ଜଣାପଡୁଥିଲେ । ମନ୍ଦିରରେ ପହଞ୍ଚିବା କ୍ଷଣେ ପ୍ରଣାମ କରିଥିଲେ ସାରା । ପରେ ମନ୍ଦିରରେ ଥିବା ଘଣ୍ଟି ବଜାଇଥିଲେ । ବାବାଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ବୋଲି ଭାବିଛନ୍ତି ।

Video Thumbnail
Advertisement
Read More