Videos

Sambalpur Crime: ସମ୍ବଲପୁରରେ ଚାଞ୍ଚଲ୍ୟ! ଯୁବତୀକୁ ଭିଡି ଭିଡି ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ ଉଦ୍ୟମ...

Sambalpur Crime: ସମ୍ବଲପୁରରେ ଏକ ଭାଇରାଲ ଭିଡିଓକୁ ନେଇ ଉଦବେଗ । ଭିଡିଓରେ ଜଣେ ଯୁବତୀଙ୍କୁ କିଛି ଯୁବକ ଜଙ୍ଗଲକୁ ଟାଣି ଟାଣି ନେଉଥିବା ଏବଂ ଗଣଦୁଷ୍କର୍ମ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି । ଏସପିଙ୍କ କହିବାନୁସାରେ, ଏହି ଭିଡିଓକୁ ନେଇ କୌଣସି ଅଭିଯୋଗ ହୋଇନାହିଁ। ଏହାବାଦ୍ ଏହି ଭିଡିଓଟି ସମ୍ବଲପୁରର କେଉଁ ଅଞ୍ଚଳର କେଉଁ ସ୍ଥାନର ତାହା ବର୍ତ୍ତମାନ ସ୍ପଷ୍ଟ ଭାବେ ଜଣାପଡିନାହିଁ। ତଦନ ଚାଲିଛି ସ୍ଥାନ ଓ ଅଞ୍ଚଳ ଜଣାପଡ଼ିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି।

 

 

Video Thumbnail
Advertisement
Read More