Videos

SBP Dhanuyatra: ଗଙ୍ଗାଧର ମଣ୍ଡପ ମଥୁରାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ

ଆନୁଷ୍ଠାନିକ ଭାବେ ଗତକାଲି ସନ୍ଧ୍ୟା ୭ଟାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଝାରୀ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦଘାଟନ କରି କହିଥିଲେ ପ୍ରଥମଥର ପାଇଁ ନିଜ ସମ୍ବଲପୁରୀ ଭାଷାରେ ଐତିହ୍ୟ ସଂପର୍ଣ୍ଣ ପୌରାଣିକ ଧନୁଯାତ୍ରା ଉତ୍ସବ ଏକ ମହାନ ପରମ୍ପରାର ସ୍ମାରକୀ ହୋଇ ରହିବ।ନିଜେ ଏହାର ପ୍ରଚାର ଓ ପ୍ରସାର ପାଇଁ ଆଗାମୀ ବର୍ଷରୁ ସକ୍ରିୟତାର ସହିତ ଅଂଶ ଗ୍ରହଣ କରିବେ ବୋଲି ନିଜର ସ୍ୱୀକାରୋକ୍ତି ପ୍ରକାଶ କରି ସମ୍ବଲପୁରୀ ଧନୁଯାତ୍ରା କମିଟିକୁ ଉତ୍ସାହିତ କରିଥିଲେ।

Video Thumbnail
Advertisement
Read More