Videos

Sambalpur DM: ଭୟ ନକରି ଶାନ୍ତିରେ ରହିବା ପାଇଁ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ

ଲୋକଙ୍କୁ ଭୟ ନ କରି ଶାନ୍ତି ପାଇଁ ରେ ରହିବା ପାଇଁ ନିବେଦନ କଲେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ | ସମ୍ବଲପୁର ପୀର ବାବା ଛକ ରେ ହୋଇଥିବା ଘଟଣା କୁ ନେଇ ଲୋକଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ | ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ଯିଏ ବି ଦୋଷୀ ତାଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ | ସେହିଭଳି ଭାବରେ ମୁସଲିମ ସମ୍ପ୍ରଦାୟ ରୁ ମଧ୍ୟ ଜଣେ ସମ୍ବଲପୁର ରେ ଶାନ୍ତି ବଜାୟ ପାଇଁ ନିବେଦନ କରିଛନ୍ତି |

Video Thumbnail
Advertisement
Read More