Videos

Video: ରାସ୍ତା ମଝିରେ ରୂପା ପିଣ୍ଟୁଙ୍କ ଏହି ଡ୍ୟାନ୍ସ ହେଉଛି ଭାଇରାଲ୍

Video: ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ୍ ହେବା ପରେ ରୂପା ଏବଂ ପିଣ୍ଟୁ ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି । ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହେଉଛନ୍ତି । ରୂପା ପିଣ୍ଟୁଙ୍କ ରିଲ୍ସକୁ ଖୁବ ଭଲ ପାଇବା ମିଳୁଛି । ରାସ୍ତା ଉପରେ ରୂପା ପିଣ୍ଟୁ ଉଭୟେ କରିଥିବା ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More