Videos

ବିଶ୍ୱକପ ଖେଳିବେ ଋଷଭ ପନ୍ତ? ପଡ଼ିଆକୁ ଉହ୍ଲାଇ ଆରମ୍ଭ କଲେ ବ୍ୟାଟିଂ, ଦେଖନ୍ତୁ ଭିଡ଼ିଓ

Rishabh Pant Viral Video: ଋଷଭ ପନ୍ତଙ୍କ ଏହି ବ୍ୟାଟିଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଏହି ଭିଡିଓରେ ପନ୍ତ ନିଜ ବ୍ୟାଟିଂ ସମୟରେ କିଛି ଭଲ ସଟ୍ ମଧ୍ୟ ମାରୁଛନ୍ତି, ଯାହାଫଳରେ ବଲ୍ ବାଉଣ୍ଡ୍ରି ବାହାରକୁ ଯାଉଥିବାର ଦେଖାଯାଏ । ଋଷଭ ପନ୍ତ (Rishabh Pant) ବର୍ତ୍ତମାନ ପୁନର୍ବାର ମୈଦାନ ଫେରିବାକୁ ନେଇ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି ଓ ତାଙ୍କର ଭଲ ଋକଭରୀ ହେଉଥିବା କୁହାଯାଉଛି ।

World Cup 2023: Rishabh Pant, who was badly injured in a car accident, is now getting fit very fast. Now a video has also surfaced of Pant while batting, in which he has also hit a four.

Video Thumbnail
Advertisement
Read More