Videos

Sambalpur News: ହନୁମାନ ଜୟନ୍ତୀ ପୂର୍ବରୁ ଅଶାନ୍ତ ସମ୍ବଲପୁର, ଫାଟିଲା ପୋଲିସ କର୍ମୀଙ୍କ ମୁଣ୍ଡ

ସମ୍ହବଲପୁର: ହନୁମାନ ଜୟନ୍ତୀ ସମ୍ମନୁୟ ସମିତି ତରଫରୁ ବାଇକ ରାଲି ଚାଲୁଥିବା ସମୟରେ ମୋତିଝରଣ ସୋନାପାଲି ଅଞ୍ଚଳରେ ଓ ଜିଲ୍ଲା ସ୍କୁଲ ଛକରେ ପଥର ମାଡ଼ ଘଟଣାସ୍ଥଳରେ କିଛି ପୋଲିସ ଓ ସାଧାରଣ ଲୋକ ଆହତ ଆସନ୍ତା ୧୪ ତାରିଖରେ ହନୁମାନ ଜୟନ୍ତୀ ରହିଥିବା କାରଣରୁ ଆଜି ହନୁମାନ ଜୟନ୍ତୀ ସମ୍ମନୁୟ ସମିତି ତରଫରୁ ବାଇକ ରାଲିର ଆୟୋଜନ କରାଯାଇଥିଲା। କିଛି ଦୋକାନରେ ନିଆଁ ଲାଗିଥିବାର ମଧ୍ୟ ସୂଚନା ରହିଛି। ପୋଲିସ ତରଫରୁ ଧନୁପାଲି। ଟାଉନ କ୍ଷେତରାଜପୁର ବରେଇ ପାଲି ଅଇଁଠା ପାଲି ଅଞ୍ଚଳ ସହ ବିଭିନ୍ନ ଅଞ୍ଚଳରେ ପୋଲିସ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି।

Video Thumbnail
Advertisement
Read More