Videos

Rani Panda Crying Video: ପୁଣି କାନ୍ଦି କାନ୍ଦି ଭିଡିଓ ସେୟାର କଲେ ରାଣୀ ପଣ୍ଡା, କହିଲେ...

କିଛି ଘଣ୍ଟାପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତେବ କେଉଁ କାରଣରୁ ସେ କାନ୍ଦୁଛନ୍ତି ସେ ନେଇ କିଛି ଲେଖିନଥିବା ବେଳେ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେତେ କାନ୍ଦିବ ସେତେ କନ୍ଦେଇବେ ଯେତେ ହସିବ ସେତେ ଜଳିବେ ଲୋକ ମାନେ । କଥା ରେ ଅଛି ହାତୀ ଘୋଡ଼ା ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ।

Video Thumbnail
Advertisement
Read More