Videos

Couple Viral Video: ରୋମାନ୍ସ ବେଳେ ନଦୀରେ ପଶିଗଲା ରେଞ୍ଜ ରୋଭର କାର୍, ଭିଡିଓ ଭାଇରାଲ

ନିଜର ଇଚ୍ଛା ପୂରା କରିବା ବହୁତ ଭଲ, କିନ୍ତୁ ବେଳେବେଳେ ଏହାକୁ ବାସ୍ତବ ରୂପ ଦେବା ଆପଣଙ୍କୁ ଦୁଃଖଦ ଦୁର୍ଘଟଣାର କାରଣ ହୋଇପାରେ, ଯାହା ଫିଲାଡେଲ୍ଫିଆ ଦମ୍ପତିଙ୍କ ସହିତ ଘଟିଥିଲା, ଯେଉଁମାନେ ରେଞ୍ଜ ରୋଭର କାରରେ ବସି ହଠାତ୍ ଗିଅର ଷ୍ଟିକ୍ ଉପରେ ପ୍ରେସର ଦେଇଦେଇଥିଲେ। କାରଣ ଦମ୍ପତ୍ତି ପଛ ସିଟ୍ ରେ ଯୌନ ସମ୍ପର୍କ ରଖୁଥିବା ବେଳେ ରେଞ୍ଜ ରୋଭର କାର୍ ଫିଲାଡେଲଫିଆ ନଦୀରେ ଖସି ପଡ଼ିଥିଲା। ବୁଧବାର ଅଗଷ୍ଟ ୨୮ ଅର୍ଥାତ୍ ଭୋର ପ୍ରାୟ ୪ଟା ୧୫ ମିନିଟ୍ ରେ ଫେୟାରମାଉଣ୍ଟ ପାର୍କର ଶୁଇଲକିଲ ନଦୀ ନିକଟରେ ୨୦୨୦ ରେଞ୍ଜରୋଭରର ପଛ ପଟରେ ଏହି ଦମ୍ପତି ଅନ୍ତରଙ୍ଗ ହେଉଥିବା ବେଳେ ସେମାନେ ଭୁଲରେ ଗିଅର ଷ୍ଟିକ୍ କୁ ପ୍ରେସର ଦେଇଦେଇଥିଲେ ଯାହା ଫଳରେ କାର୍ ଟି ସିଧା ନଦୀ ଭିତରେ ପଶିଯାଇଥିଲା।

Video Thumbnail
Advertisement
Read More