Videos

Viral Video: ବୃଦ୍ଧଙ୍କ ପାଇଁ ଭଗବାନ ପାଲଟିଗଲେ ରେଲୱେ ଗାର୍ଡ, ମୃତ୍ୟୁ ମୁଖରୁ ଏପରି କଲେ ରକ୍ଷା, ଦେଖନ୍ତୁ ଭିଡିଓ

Viral Video: ରେଳ ସୁରକ୍ଷା କର୍ମୀଙ୍କ ସାହସ ଓ କର୍ତ୍ତବ୍ୟ ଭାବନା ମଙ୍ଗଳବାର ଦିନ ଗୁଜୁରାଟର ଭାପି ଷ୍ଟେସନରେ ଜଣେ ବୃଦ୍ଧଙ୍କୁ ଟ୍ରେନ୍ ଧକ୍କା ଦେଇବାରୁ ରକ୍ଷା କରିଛି । ରେଳ ଷ୍ଟେସନରେ ସ୍ଥାପିତ ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରୁଛନ୍ତି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More