Videos

Prasanna Acharya: ଟିକେଟ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରସନ୍ନଙ୍କୁ ବିରୋଧ

ସମ୍ବଲପୁର ର ସାମାଜିକ ଗଣମାଧ୍ୟମ ରେ ପ୍ରସନ୍ନ ଙ୍କୁ ବିରୋଧ | ଗୁରୁବାର ଦିନ ସନ୍ଧ୍ୟା ରେ ବିଜୁ ଜନତା ଦଳ ତରଫରୁ ସମ୍ବଲପୁର ବିଧାନସଭା ଟିକେଟ ଘୋଷଣା ହେବା ପରେ ବିରୋଧ ଦେଖିବାକୁ ମିଳିଛି | ସ୍ଥାନୀୟ ନେତା ଙ୍କୁ ଟିକେଟ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି | ସମ୍ବଲପୁର ଏକ ସଂସ୍କୃତି ସମ୍ପର୍ଣ୍ଣ ପୁରାତନ ସହର ଏଠାରେ କଣ ନେତା ନାହାନ୍ତି ସେଥିପାଇଁ ବାହାର ଜିଲ୍ଲା ରୁ ନେତା ଙ୍କୁ ସିଟ ଦିଆଯାଉଛି ବୋଲି ପ୍ରଶ୍ନ କରାଯାଇଛି | କୌଣସି ଆପତ୍ତି ଅଭିଯୋଗ ପାଇଁ ଆମକୁ ବରଗଡ଼ ଯିବାକୁ ପଡିବ, ତା ସହ ସେ ଅବିଭକ୍ତ ସମ୍ବଲପୁର ର ନାଗରିକ ଥିବା ବେଳେ ଅନ୍ୟ କଥା ଥିଲା | ଏବେ ସେ ବରଗଡ଼ ଜିଲ୍ଲା ର ଲୋକ | ତାଙ୍କୁ ତାଙ୍କ ସ୍ଥାନ ରେ ଟିକେଟ ଦିଅନ୍ତୁ ଏବଂ ସ୍ଥାନୀୟ ନେତୃତ୍ୱ କୁ ଗୁରୁତ୍ୱ ଦେଇ ଏଠାକାର ନେତା ଙ୍କୁ ସୁଯୋଗ ଦିଅନ୍ତୁ ବୋଲି ସାଧାରଣ ରେ କୁହାଯାଇଛି |

Video Thumbnail
Advertisement
Read More