Videos

Mobile Tower Dispute:ଗାଁରେ ହେବନି ମୋବାଇଲ ଟାୱାରା, ବିରୋଧକୁ ଓହ୍ଲାଇଲେ ଗାଁ ଲୋକେ

Mobile Tower Dispute: ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ। ଜନ ବସତି ନିକଟରେ ଟାୱାର ସ୍ଥାପନ ନ କରି ଅନ୍ୟତ୍ର ସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ମଙ୍ଗରାଜ ପୁର ଗ୍ରାମର ୧୬ ନଂ ୱାର୍ଡ଼ରେ। ଟାଓ୍ବାର ନିର୍ମାଣ ହେଉଥିବା ସ୍ଥାନର ଚତୁଃପାଶ୍ୱର୍ରେ ଘର ରହିଥିବା ବେଳେ ଏମିତିକି ଘରଠାରୁ ୩/୪ ମିଟର ଛାଡି ମୋବାଇଲ ଟାଓ୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। 

 

Violent protest from the villagers regarding the construction of mobile tower. A written complaint to the local tehsildar for not installing the tower near the public settlement and installing it somewhere else. This has been found in Ward No. 16 of Mangarajpur village of Mangarajpur Panchayat, Kujang Block, Jagatsinghpur District.

Video Thumbnail
Advertisement
Read More