Videos

Morocco Earthquake: ଆଖି ପିଛୁଳାକେ ମାଟିରେ ମିଶିଲା ଉଚ୍ଚ ଅଟ୍ଟାଳିକା, ଦେଖନ୍ତୁ ଭିଡିଓ

ଭୟଙ୍କର ଭୂମିକମ୍ପରେ ଥରିଲା ମରୋକ୍କୋ । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଛି । ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦେଖୁ ଦେଖୁ ଏକ ଉଚ୍ଚ ଅଟ୍ଟାଳିକା ମାଟିରେ ଧ୍ୱଂସ ହୋଇଥିବା ଦେଖାଯାଇଛି।

Video Thumbnail
Advertisement
Read More