Hindi News >>Home >>Videos
Videos

Video: ମୁମ୍ୱାଇ ବିମାନବନ୍ଦରରେ ଅଘଟଣ, ଦେଖନ୍ତୁ ଭିଡିଓ

Video: ମୁମ୍ୱାଇ ବିମାନବନ୍ଦର ରନୱେ ୨୭ରେ ଏକ ବିମାନ ଅବତରଣ କରୁଥିବା ସମୟରେ ଖସିପଡିଥିଲା । ବିମାନରେ ସମୁଦାୟ ୬ଜଣ ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ ଥିଲେ । ସମସ୍ତ ୮ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା କାରଣରୁ ଏପରି ଘଟିଥିବା ଅନୁମାନ କରାଯାଉଛି ।

Soubhagya Ranjan Mishra|Sep 14, 2023, 07:31 PM
Video Thumbnail
Advertisement

More Videos