Videos

Pigeon stunt video: ବ୍ୟାକଫ୍ଲିପ୍ ଷଣ୍ଟ୍ କରୁଛି ପାରା, ଭିଡ଼ିଓ ଦେଖିଲେ ଆପଣ ମଧ୍ଯ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣ ଆପଣ ମଣିଷ ମାନଙ୍କୁ ଅନେକ ସମୟରେ ଷଣ୍ଟ୍ କରିଥିବାର ଦେଖିଥିବେ ନିଶ୍ଚୟ । କିନ୍ତୁ କ’ଣ ଆପଣ କେବେ କୌଣସି ପକ୍ଷୀକୁ ଷଣ୍ଟ୍ କରିବାର ଦେଖିଛନ୍ତି କି?  ? ଯଦି ନା ତାହାଲେ ଦେଖନ୍ତୁ ଏହି ଭିଡ଼ିଓକୁ କିପରି ଏକ ପାରା ଅତି ସୁନ୍ଦର ଭାବେ ବ୍ୟାକଫ୍ଲିପ୍ ଷଣ୍ଟ୍ କରୁଛି । 

 

Video Thumbnail
Advertisement
Read More