Videos

Penguin Viral video: ବ୍ୟାଗ ଧରି ପାଠ ପଢୁବାକୁ ଯାଉଛନ୍ତି ପେଙ୍ଗୁଇନ୍, ଦେଖନ୍ତୁ ମଜାଦାର ଭିଡ଼ିଓ ।

ଆପଣମାନେ ସାଧାରଣତଃ ସ୍କୁଲ କଲେଜରେ ପାଠ ପଢୁଥିବା ଛୋଟ ପିଲା ବା ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଧରି ଶିକ୍ଷାନୁଷ୍ଠାନକୁ ଯାଉଥିବାର ଦେଖିଥିବେ ନିଶ୍ଚୟ । କିନ୍ତୁ କଣ ଆପଣ କେବେ ପକ୍ଷୀ ମାନଙ୍କୁ ବ୍ୟାଗ୍ ଧରି ପାଠ ପଢିବାକୁ ଯିବାର ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି ତାହାଲେ ଦେଖନ୍ତୁ ଏହି ଭିଡ଼ିଓ, କିପରି ଦଳ ଦଳ ହୋଇ ବ୍ୟାଗ୍ ପକାଇ ଯାଉଛନ୍ତି ପେଙ୍ଗୁଇନ୍ । 

 

Video Thumbnail
Advertisement
Read More