Videos

Dance Video: ମୁମ୍ବାଇର ଲୋକାଲ୍ ଟ୍ରେନରେ ଅଙ୍କଲ ମାନେ କଲେ ଜବରଦସ୍ତ ଗରୱା ଡ୍ୟାନ୍ସ, ସମେସ୍ତେ କରୁଛନ୍ତି ତାରିିଫ୍

Viral Dance Video: ବର୍ତ୍ତମନ ମୁମ୍ବାଇର ଲୋକାଲ ଟ୍ରେନର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁଥିରେ ଅଙ୍କଲ ମାନେ ଗୀତ ଗାଇବା ସମେତ ନାଚୁଥିବା ନଜର ଆସିଛନ୍ତି । ନବରାତ୍ରୀ ସମୟରେ ଏପରି ଏକ ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ନାଚିବା ପରି ଅନୁଭବ କରିବେ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More