Videos

Odisha BJD: ବିଜେଡି ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ

ବିଜେଡି ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ | ଆଜି ସେ ଭାବ ବିହ୍ଵଳ ହେବା ସହ କହିଛନ୍ତି ଯେ ସମ୍ବଲପୁରୀ ସ୍ୱାଭିମାନ ସହ ଯେଭଳି ଭାବରେ ଦଳ ଜଣେ ଅଯୋଗ୍ୟ ଙ୍କୁ ସମ୍ବଲପୁର ରୁ ବିଧାୟକ ପ୍ରାର୍ଥୀ କଲେ ଓ ବାହାର ଜିଲ୍ଲା ର ନେତା ଙ୍କୁ ପ୍ରାର୍ଥୀ ଘୋଷଣା କଲେ ସେଥିପାଇଁ ସେ ଦଳ ରୁ ଇସ୍ତଫା ଦେଇଛନ୍ତି | ସେ ଏବେ ସମ୍ପୂର୍ଣ ଭାବରେ ରାଜନୀତି ରୁ ସନ୍ୟାସ ନେଇଛନ୍ତି | ତାଙ୍କର ନିଜର ଟ୍ରଷ୍ଟ ରହିଛି ସେଥିପାଇଁ ସେ ଏବେ ସମସ୍ତ ସମୟ ନିଜ ଟ୍ରଷ୍ଟ କୁ ଦେବେ ବୋଲି କହିବା ସହ ତାଙ୍କର ସମସ୍ତ ସମ୍ପତ୍ତି ଟ୍ରଷ୍ଟ କୁ ଯିବ ବୋଲି କହିଛନ୍ତି | ତାଙ୍କ ସହ ତାଙ୍କ ଅନେକ ସମର୍ଥକ ମଧ୍ୟ ବିଜେଡି ରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି |

Video Thumbnail
Advertisement
Read More