Videos

Samalei Temple: ସମଲେଶ୍ୱରୀ ମନ୍ଦିର ପରିସରରେ ପାନ ଗୁଟଖା ସିଗାରେଟ ସହ ମାଦକ ଦ୍ରବ୍ୟ ବ୍ୟାନ୍

ଆସନ୍ତା କାଲି ଠାରୁ ସମଲେଶ୍ୱରୀ ମନ୍ଦିର ପରିସରରେ ପାନ ଗୁଟୁକା ସିଗାରେଟ ସହ ମାଦକ ଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି | ଏହାକୁ ଭକ୍ତ ସହ ପୂଜକ ଓ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଛନ୍ତି |ସେମାନେ କହିଛନ୍ତି ଯେ ମନ୍ଦିର ହେଉଛି ଏକ ବିଶ୍ୱାସ ଓ ଭକ୍ତି ର ପ୍ରତିକ| ସେଠାରେ ଏଭଳି ଜିନିଷ କୁ ବାରଣ କରାଯିବା ଦ୍ୱାରା ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହେବ | ତା ସହ ମନ୍ଦିର ପରିସର ମଧ୍ୟ ସ୍ୱଚ୍ଛ ରହିବ |

Video Thumbnail
Advertisement
Read More