Videos

Seema Haider: ପାକିସ୍ତାନ ମୁର୍ଦାବାଦ ନାରା ଲଗାଇଲେ ପାକିସ୍ତାନୀ ମହିଳା, ଦେଖନ୍ତୁ ପୂରା ଭିଡ଼ିଓ

ପ୍ରେମରେ ପାଗଳ ହୋଇ ପାକିସ୍ତାନରୁ ନୋଏଡା ଚାଲିଆସିଥିବା ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ତାଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବା ସହିତ ପାକିସ୍ତାନ ମୁର୍ଦାବାଦ ଏବଂ ହିନ୍ଦୁସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିଲେ। ସୀମାର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଆପଣଙ୍କୁ କହିରଖୁଛୁ ଯେ କରାଚିରେ ରହୁଥିବା ଜଣେ ମହିଳା ଭିସା ବିନା ନେପାଳ ଯିବା ବାଟରେ ଗ୍ରେଟର ନୋଏଡାର ସଚିନଙ୍କ ଘରକୁ ଆସିଛନ୍ତି।

Video Thumbnail
Advertisement
Read More