Videos

Sambalpur News: ପ୍ରଥମଥର ନିର୍ବାଚନ ଲଢୁଥିବା ବେଳେ କଣ ରହିବ ସୁଦର୍ଶନଙ୍କ ରଣନୀତି

ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଏକ ଶିଳ୍ପ କରିଡର | ଏହି ନିର୍ବାଚନ ମଣ୍ଡଳୀ ରେ ଏବେ ବିଜେପି ବିଧାୟକ ରହିଥିବା ବେଳେ ୨୦୧୯ ରେ ଏହା ବିଜେଡି ହାତରେ ରହିଥିଲା | ପୁଣି ଏଥର ବିଜେପି ନାଉରୀ ନାୟକ ଙ୍କୁ ରିପିଟ କରୁଥିବା ବେଳେ ବିଜେଡି ନୁଆଁ ଚେହେରା ଦେଇଛି | ସେ ହେଉଛନ୍ତି ସୁଦର୍ଶନ ହରିପାଳ |ପ୍ରଥମ କରି ସେ ବିଧାନସଭା ନିର୍ବାଚନ ଲଢୁ ଥିବା ବେଳେ ଏଥର ସେ ବଜୟୀ ହେବେ ବୋଲି କହିଛନ୍ତି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ରିପୋର୍ଟର ଅଜୟ କୁମାର ନାଥ

Video Thumbnail
Advertisement
Read More