Videos

Video: କଲେଜ ପିଲାଙ୍କ ସହ ଓଲିଉଡ ନାୟକ ବାବୁସାନ ଓ ଅମ୍ଳାନ, ଦେଖନ୍ତୁ ଭିଡିଓ

Video: ଓଲିଉଡର ଦୁଇ ଚର୍ଚ୍ଚିତ ନାୟକ ବାବୁସାନ ମହାନ୍ତି ଏବଂ ଅମ୍ଳାନ ଦାସ ନିକଟରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସରକାରୀ ଆଇଟିଆଇ ଏବଂ ସରକାରୀ ମହିଳା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ କିଛି ସମୟ ବିତାଇଥିଲେ । ନିଜର ପ୍ରିୟ କଳାକାରଙ୍କୁ ପାଖରେ ପାଇ ଖୁବ୍ ଖୁସି ହୋଇଥିଲେ ଛାତ୍ରଛାତ୍ରୀ । ଦେଖନ୍ତୁ ସେହି ସମୟର ଭିଡିଓ ।

Video Thumbnail
Advertisement
Read More