Hindi News >>Home >>Videos
Videos

Video: ଗୀତ ରେକଡିଂ ଷ୍ଟୁଡିଓରେ ଓଲିଉଡ କଣ୍ଠଶିଳ୍ପୀଙ୍କ ମସ୍ତି, ଭିଡିଓ ଭାଇରାଲ୍

Video: ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀମାନେ ଗୀତ ଗାଇବା ବ୍ୟତୀତ ଅନେକ ସମୟରେ ବିଭିନ୍ନ ପ୍ରକାରର ରିଲ୍ସ ବନାଇ ଆପଣଙ୍କ ମନୋରଞ୍ଜନ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ରିଲ୍ସଟି ଅଧିକ ଭାଇରାଲ୍ ହେବାରେ ଲାଗିଛି । ଓଲିଉଡ କଣ୍ଠଶିଳ୍ପୀମାନେ ଗୀତ ଗାଇବା ସମୟରେ ଏକ ଷ୍ଟୁଡିଓରେ ଏକାଠି ଏହି ରିଲ୍ସଟିକୁ ତିଆରି କରିଛନ୍ତି 

 

Soubhagya Ranjan Mishra|Oct 08, 2023, 11:15 PM
Video Thumbnail
Advertisement

More Videos