Videos

Video: କଣ୍ଠଶିଳ୍ପୀ ଅନ୍ତରାଙ୍କ ସହ ଅଭିନେତ୍ରୀ ରିୟା, ରିଲ୍ସରେ କଲେ କମାଲ୍

Video: ଓଲିଉଡର ଦୁଇ ଚର୍ଚ୍ଚିତ କଳାକାର କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ରିୟା । ଜଣେ ସଂଗୀତ ଜଗତର ଆଉ ଜଣେ ଅଭିନୟ ଜଗତର ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଖୁବ୍ ନିବିଡ ରହିଛି । ଦୁହେଁ ଏକାଠି ମିଶି 'ହାଏ ମୋ ରଙ୍ଗଲତା କଟକରୁ କଲିକତା' ଗୀତରେ ବନେଇଛନ୍ତି ରିଲ୍ସ । ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More