Videos

Video: ଗଣେଶ ପୂଜାରେ ଭାଇରାଲ୍ ହେଲା ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କ ନୂଆ ଭିଡିଓ

Video: ଆଜି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗଣେଶ ପୂଜାକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଗଣେଶ ପୂଜା ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବର୍ଷା । ଯେଉଁଥିରେ ବର୍ଷା ଏକ ନାଲି ଶାଢିରେ ନଜର ଆସିଛନ୍ତି । ଏହି ଭିଡିଓଟି କିଛି ସମୟ ତଳେ ସୋସିଆଲ ମିଡିଆରେ ସେୟାର କରାଯାଇଛି । ବର୍ଷାଙ୍କ ପ୍ରଶଂସକମାନେ ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି ।

Video Thumbnail
Advertisement
Read More