Videos

Video: ସୁପରଷ୍ଟାର ଅନୁଭବଙ୍କୁ ଫିକା ପକେଇବେ ସୁମନ ? ଦେଖନ୍ତୁ ଏହି ଭିଡିଓ

Video: ବର୍ତ୍ତମାନ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ'କୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ବିଶେଷକରି 'ଚିରିଂ ଚିରିଂ' ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଅଧିକାଂଶ ବ୍ୟକ୍ତି ଏହି ଗୀତଟିରେ ରିଲ୍ସ ତିଆରି କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ହାସ୍ୟ ଅଭିନେତା ସୁମନ ମହାରଣା ମଧ୍ୟ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି । ସୁମନଙ୍କ ଏହି ରିଲ୍ସରେ ପ୍ରଶଂସକଙ୍କ ଭଲ ପାଇବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More