Videos

Video: ବାବା ବଦ୍ରିନାଥଙ୍କ ଦର୍ଶନ କଲେ ଓଲିଉଡ ଅଭିନେତ୍ରୀ ତମନ୍ନା, ଦେଖନ୍ତୁ ଭିଡିଓ

Video: ଓଡ଼ିଆ ସିନେଜଗତର ଚର୍ଚ୍ଚିତ ତଥା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଅନେକ ମିଠା ମିଠା ସିନେମା ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ । ଡ୍ୟାନ୍ସ ହେଉ ଅବା ଅଭିନୟ ସବୁଥିରେ ତମନ୍ନାଙ୍କର ଜଲୱାକୁ ପସନ୍ଦ କରନ୍ତି ଦର୍ଶକ । କେବଳ ଓଡ଼ିଆ ନୁହେଁ ଅନ୍ୟ ଭାଷାର ଚଳଚ୍ଚିତ୍ରରେ ମଧ୍ୟ ତମନ୍ନା ଅଭିନୟ କରିଛନ୍ତି । ନିକଟରେ ତମନ୍ନା ବାବା ବଦ୍ରିନାଥ ଧାମକୁ ଯାଇଥିଲେ । ସେଠାରେ ବାବାଙ୍କ ଦର୍ଶନ ସହ ପୂଜାପାଠ କରି ଆଶୀର୍ବାଦ ନେଇଥିଲେ । ନିଜ ସୋସିଆଲ ମିଡିଆ ପେଜରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ନମନ୍ନା ।

Video Thumbnail
Advertisement
Read More