Videos

Video: ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଏହି ଭିଡିଓ ଭାଇରାଲ୍

Video: ଓଲିଉଡର ଚୁଲବୁଲି ନାୟିକା ହେଉଛନ୍ତି ଶିବାନୀ ସଙ୍ଗୀତା । ଖୁବ୍ କମ ବୟସରୁ ଅଭିନୟ ଜଗତରେ ପାଦ ଦେଇ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଆ ସିନେ ଜଗତର ପ୍ରାୟ ଅଧିକାଂଶ ନାୟକଙ୍କ ସହ ନାୟିକା ଭାବରେ କାମ କରିଥିବା ଶିବାନୀ ନିଜ ଅଭିନୟ ମାଧ୍ୟମରେ ଖୁବ୍ ସହଜରେ ଦର୍ଶକଙ୍କ ହୃଦୟ ଜିଣି ପାରନ୍ତି । ଫୁରସତ ମିଳିଲେ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିଜ ପ୍ରିୟ ଦର୍ଶକଙ୍କ ନିକଟରେ ପହଞ୍ଚିଥାନ୍ତି ଶିବାନୀ । ଶିବାନୀ ଅନେକ ଗୁଡିଏ ରିଲ୍ସ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ସେମଧ୍ୟରୁ ନିକଟରେ ଅପଲୋଡ କରିଥିବା ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More