Videos

Video: ଦଶହରାରେ ଧୁମ୍ ମଚାଇଲେ ଅଭିନେତ୍ରୀ ଶିବାନୀ ସଙ୍ଗୀତା

Video: ପାର୍ବଣ ଉତ୍ସବ ତଥା ଦଶହରା ଅବସରରେ ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନିଜ ସୋସିଆଲ ମିଡିଆ ପେଜରେ ଏକ ନୂଆ ରିଲ୍ସ ସେୟାର କରିଛନ୍ତି । ଦୀର୍ଘଦିନ ପରେ ଶିବାନୀଙ୍କ ରିଲ୍ସ ଦେଖି ତାଙ୍କ ଫ୍ୟାନ୍ସମାନେ ଅନେକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଖୁବ୍ କମ ସମୟ ମଧ୍ୟ ରିଲ୍ସଟି ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More