Videos

Video: ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଜବରଦସ୍ତ ଡ୍ୟାନ୍ସ. ଦେଖନ୍ତୁ ଭିଡିଓ

Video: ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶୀତଲ ପାତ୍ର ଅନେକ ଗୁଡିଏ ମିଠା ମିଠା ସିନେମା ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି । ଉଭୟ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଶୀତଲ ଦର୍ଶକଙ୍କ ହୃଦୟ ଜିଣିପାରନ୍ତି । ଶୀତଲ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ବିଭିନ୍ନ ଗୀତରେ ରିଲ୍ସ ବନାଇ ପ୍ରଶଂସା ସାଉଣ୍ଟିଛନ୍ତି ଶୀତଲ୍ ।

Video Thumbnail
Advertisement
Read More