Videos

Video: ହାଏ ମୋ ରଙ୍ଗଲତା କଟକରୁ କଲିକତା... ଦେଖନ୍ତୁ ଏହି ଭିଡିଓ

Video: ଓଲିଉଡର ଦୁଇ ସୁନ୍ଦରୀ ନାୟିକା ତଥା ଅଭିନେତ୍ରୀ ପୁନମ ଓ ରିୟାଙ୍କ ରିଲ୍ସ ସୋସିଆଲ ମିଡିଆରେ ଲଗାଇଛି ନିଆଁ । ଏହି ରିଲ୍ସକୁ ଅନେକ ଫ୍ୟାନ୍ସ ପସନ୍ଦ କରିଥିବା ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ରିୟା ଓ ପୁନମଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତ୍ୱ ରହିଛି । ଅନେକ ସମୟରେ ଦୁହେଁ ଏକାଠି ନଜର ଆସିଛନ୍ତି । ସିନେମା 'ଲଭ୍ ମାଷ୍ଟର' ମାଧ୍ୟମରେ ଦୁହିଁକୁ ଦର୍ଶକେ ପରଦାରେ ଦେଖିଥିଲେ ।

Video Thumbnail
Advertisement
Read More