Videos

Video: ହାଏ ମୋ ରଙ୍ଗଲତା ଗୀତରେ ରିୟା ଓ ଏଲିନାଙ୍କ ଜଲୱା

Video: ଓଲିଉଡ ଅଭିନେତ୍ରୀ ରିୟା ଦେ ଓ ଏଲିନା ସାମନ୍ତରାୟ ଅନେକ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇ ସେମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କେବଳ ସେତିକି ନୁହେଁ ଉଭୟଙ୍କ ମଧ୍ୟ ଖୁବ୍ ଭଲ ବନ୍ଧୁତା ରହିଛି । ଅନେକ ସମୟରେ ଏକାଠି ନଜର ଆସନ୍ତି ଏହି ଦୁଇ ଅଭିନେତ୍ରୀ । ବର୍ତ୍ତମାନ ୟୁଟୁବ୍ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଚାଲିଥିବା ଗୀତ 'ହାଏ ମୋ ରଙ୍ଗଲତା କଟକରୁ କଲିକତା'ରେ ରିୟା ଓ ଏଲିନାଙ୍କର ଏକ ଜବରଦସ୍ତ ରିଲ୍ସ ଦେଖିବାକୁ ମିଳିଛି ।

Video Thumbnail
Advertisement
Read More