Videos

Video: ମାଆ ଦୁର୍ଗାଙ୍କ ବେଶରେ ଅଭିନେତ୍ରୀ ଲିପ୍ସା ମିଶ୍ର, ଭିଡିଓ ଭାଇରାଲ୍

Video: ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜକୁ ମାଆ ଦୁର୍ଗାଙ୍କ ବେଶରେ ସଜ୍ଜିତ କରିଛନ୍ତି । ସୁନ୍ଦର ଶାଢୀ ପିନ୍ଧି ହାତରେ ତ୍ରୀଶୁଳ ଧରି ଖୁବ ଜୀବନ୍ତ ଲୁକରେ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ଭିଡିଓଟି ଲିପ୍ସା ନିଜ ସୋସିଆଲ ମିଡିଆ ପେଜରେ ମଧ୍ୟ ଅପଲୋଡ କରିଛନ୍ତି । ସେଥିରେ ଦର୍ଶକଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲିପ୍ସାଙ୍କ ଫ୍ୟାନ୍ସମାନେ ଦଶହରା ଶୁଭେଚ୍ଛା ଜଣାଇବା ସହିତ ଖୁବ୍ ପ୍ରଶଂସା କରିଛନ୍ତି ।

Video Thumbnail
Advertisement
Read More