Videos

Video: ବେଲରେ ବେଲ... ଗୀତରେ ରିଲସ୍ ବନେଇଲେ ଏଲିନା, ଭିଡିଓ ଭାଇରାଲ୍

Video: ଓଲିଉଡର ସୁନ୍ଦରୀ ନାୟିକା ଏଲିନା ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦର୍ଶକଙ୍କ ପାଇଁ ଭେଟି ଦେଇଥାନ୍ତି । କେବଳ ସେତିକି ନୁହେଁ ଅନେକ ଜନହିତକର କାର୍ଯ୍ୟ କରି ଲୋକଙ୍କ ପ୍ରଶଂସା ପାଇଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ସମସ୍ତଙ୍କ ପରି ଏଲିନା ମଧ୍ୟ ରିଲସ୍ ବନାଉଛନ୍ତି । ଏଲିନାଙ୍କ ଲକ୍ଷ ଲକ୍ଷ ଫଲୋଅର୍ସ ଏହି ରିଲସ୍ ଗୁଡିକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More