Videos

Video: ଦୁର୍ଗାପୂଜା ଅବସରରେ ନିଆରା ଲୁକରେ ନଜର ଆସିଲେ ଅଭିନେତ୍ରୀ ଦେବସ୍ମିତା ପଣ୍ଡା

Video: ଆଜି ମାଆ ଦୁର୍ଗାଙ୍କର ମହାଷ୍ଟମୀ ପୂଜା । ଏହି ଅବସରରେ ପ୍ରତ୍ୟକ ସ୍ଥାନରେ ଥିବା ମାଆଙ୍କ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସବୁଠି ପାର୍ବଣର ଉତ୍ସବ ଚାଲିଥିବା ସମୟରେ ଓଲିଉଡ ଅଭିନେତ୍ରୀମାନେ ମଧ୍ୟ ନିଆରା ଭିଡିଓ ପ୍ରସ୍ତୁତ କରୁଛନ୍ତି । ସେହି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଓଲିଉଡ ଅଭିନେତ୍ରୀ ଦେବସ୍ମିତା ପଣ୍ଡା ମଧ୍ୟ ନିଜକୁ ସଜ୍ଜିତ କରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ପାର୍ବଣ ଅବସରରେ ଦର୍ଶକଙ୍କୁ ଭିଡିଓଟି ଖୁବ୍ ପସନ୍ଦ ଆସୁଥିବା ସମୟରେ ବିଭିନ୍ନ ପ୍ରତିକ୍ରିୟା କମେଣ୍ଟ ମାଧ୍ୟମରେ ଆସୁଛି ।

Video Thumbnail
Advertisement
Read More