Videos

Video: ଓଲିଉଡ ଅଭିନେତ୍ରୀ କୁକିଜଙ୍କ ଏହି ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍

Video: ନିଜର ନିଆରା ଅନ୍ଦାଜରେ ଦର୍ଶକଙ୍କ ମନକୁ ଖୁବ ସହଜରେ ଜିଣି ନିଅନ୍ତି କୁକିଜ୍ । ନିଜ ଆଖିର ଚାହାଣୀରେ ଅନେକ କଥା କହିପାରୁଥିବା ଏହି ଅଭିନେତ୍ରୀ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । ନିଜର ମାଆଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବନିଛନ୍ତି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ । କୁକିଜଙ୍କ ଅନେକ ରିଲ୍ସ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ହେଉଛି ଭାଇରାଲ୍ ।

Video Thumbnail
Advertisement
Read More